ଭୋପାଳ: ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କଂଗ୍ରେସ କର୍ମୀ l
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଶୀତ ଲାଗି ରହିଥିବା ବେଳେ ଆଗାମୀ ସାଧାରଣତନ୍ତ୍ର ଦିବସ ପାଇଁ ରାଜଘାଟରେ ପରେଡ ଅଭ୍ୟାସ କରୁଛନ୍ତି ଇଣ୍ଡୋ-ତିବ୍ବତୀୟ ସୀମା ପୋଲିସ (ଆଇଟିବିପି)...
ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ଥିଲେ ଏହି ବର୍ଷିୟାନ ନେତା ନୂଆଦିଲ୍ଲୀ,୨ ।୧: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ଦେବୀ ପ୍ରସାଦ ତ୍ରିପାଠୀଙ୍କ ପରଲୋକ ହୋଇଛି...
ଭୁବନେଶ୍ୱର,୨/୧: କମିସନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ଗୁରୁବାର ଭୁବନେଶ୍ୱରସ୍ଥିତ ଓଏସଏସ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ପାଳିତ ହୋଇଛି। ଏହି ଅବସରରେ କମିସନରେଟ ପୋଲିସ ମୁଖ୍ୟାଳୟର ନାମ...
୯ ଜଣ କଏଦୀଙ୍କ ଜରିମାନା ଅର୍ଥ ପଇଠ କରିଛନ୍ତି ପ୍ରଭେନ୍ଦ୍ର ଆଗ୍ରା,୨ ।୧: ଆଗ୍ରା ଜେଲରୁ ୯ ଜଣ କଏଦୀ ବୁଧବାର ମୁକ୍ତ ହୋଇଛନ୍ତି । ଏହା...
କ’ଣ ପାଇଁ ପୋପଙ୍କ ଘଟିଲା ଧୈର୍ଯ୍ୟଚୁତି ? ମହିଳାଙ୍କୁ କହିଲେ ‘ସରି’ ଭାଟିକାନ ସିଟି,୨।୧: କ୍ୟାଥୋଲିକ ଧର୍ମଗୁରୁ ପୋପ ଫ୍ରାନ୍ସିସ ଶ୍ରଦ୍ଧାଳୁଙ୍କୁ ଅଭିବାଦନ ଜଣାଇବା ସମୟରେ ତାଙ୍କୁ...
ଭୁବନେଶ୍ୱର,୨/୧: ଶୀତ ପରେ ଏବେ ବର୍ଷାକୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ...
ନୂଆଦିଲ୍ଲୀ,୨/୧: ୨୦୨୦ ବର୍ଷର ପ୍ରଥମ ଦିନରେ ୩, ୮୬,୦୦୦ ଶିଶୁ ଜନ୍ମ ନେଇଛନ୍ତି। ଏ ସମ୍ପର୍କରେ ୟୁନିସେଫ୍ ସୂଚନା ଦେଇଛି। ନବଜାତକଙ୍କ ମଧ୍ୟରୁ ସର୍ବାଧିକ ଭାରତରେ ଜନ୍ମ...
ଖର୍ଚ୍ଚକାଟ ପାଇଁ ବ୍ୟକ୍ତିଗତ ସହାୟକ ସଂଖ୍ୟା କମାଇଲେ ପ୍ରଧାନମନ୍ତ୍ରୀ (more…)
ଗରିବଙ୍କ ମତଦାନ ଅଧିକାର ଛଡ଼ାଇବାକୁ ଚାହୁଁଛି ସରକାର: ଜାଭେଦ ଅଖତର ଗୀତିକାର ଜାଭେଦ ଅଖତରଙ୍କ କହିବା ହେଉଛି କେନ୍ଦ୍ର ସରକାର ସମାଜର ଗରିବ, ଦଳିତ ଓ ଆଦିବାସୀମାନଙ୍କ...